London - UK

from Yemen but living UK

Nada Foundation

The official website of the Foundation

Say NO to Child Marriage | କରେ ନିବେଦନ ଆପଣ ମାନଂକ ଭାଇ ବନ୍ଧୁ ମୁଁ ଚିତନ ଲେଖୁନାହିଁ ମୁଁ

Say NO to Child Marriage

କରେ ନିବେଦନ ଆପଣ ମାନଂକ ଭାଇ ବନ୍ଧୁ
ମୁଁ ଚିତନ
ଲେଖୁନାହିଁ ମୁଁ କୌଣସି ମଞ୍ଚରେ ପାଇବାକୁ କିଛି
ମାନ ସମ୍ମାନ

ଭାରତର ଓଡିଶାର ଜଗତପୁରରେ ରହୁଛି ମୁଁ
ଏହା ତ କଟକ ଜିଲ୍ଲାର
ଆପଣ ମାନଂକୁ କଲା ପରିଚିତ ମୋବାଇଲ ମୋତେ
ଲେଖୁଛି କଥା ମନର

ଦେଶର ଅବସ୍ଥା ଦେଖି ଭାରି ତ ବାଧୁଛି ଭାବିଲି
ଲେଖିବା ଦରକାର
ମୋବାଇଲ ଧରି ଖୋଜିଲି ଅନେକ କିଏ ହେବ
ବନ୍ଧୁ ସାଥୀ ମୋର

ଲେଖୁନାହିଁ ମୁଁ କୌଣସି ମଞ୍ଚରେ ପାଇବାକୁ
କିଛି ମାନ ସମ୍ମାନ
ପଡିଲେ କିଛି ପ୍ରଭାବ ମନ ମୋ ଆନନ୍ଦ
ହୋଇବ ସେଦିନ

ପାହାଡରୁ ତ ସୃଷ୍ଟି ହୋଇ ନଦୀ ବହିଚାଲେ
ସାଗରକୁ ମଣି ଘର
ସବୁ ସନ୍ଦେହର ଘଟିଯାଉ ଅନ୍ତ ନ ଉଠୁ ମୋ
ବନ୍ଧୁ ମନେ ପ୍ରାଚୀର

ଦୁଃଖ କଥା ମୋର ଜଣାଇ କହିଲି ଦେବକି କେ
ଖୋଲି ମୋ ଆଖି
ବିନୟ ହୋଇଣ କହୁଛି ଆପଣ ମାନଙ୍କୁ ଜଣାଇବେ
ମୋତେ ଲେଖି

ଧର୍ମ ଜାତି ନାମେ ଭାଂଗିବାକୁ ଅନେକ ଅଛନ୍ତି
ସଜାଡିବା ଭାରୀ କଷ୍ଟ
ଗୋଟିଏ ରକ୍ତରୁୃ ଜନମ ନହୋଇ ହୋଇଅଛେ ବନ୍ଧୁ
ସମାଜକୁ ନକରିବା ନଷ୍ଟ

more insights